Oriya Love SMS 3


ପଦାରେ ରହିଲେ ଠିକଣା ଦେବି ମୁଁ
ସେହି ଠିକଣାକୁ ନେଇ
ଚିଠିଦେବ ପ୍ରିୟା ସସ୍ମୀତା ସୁନ୍ଦରୀ
କେବେ ଭୁଲିଯିବ ନାହିଁ

ଜୀବନରୁ ତୋତେ ମାରିଦେଇନାହିଁ
ଦେଇଛି ଯେ ଯନ୍ତରଣା
ଯେତେ ଭେଗାଙ୍କୁ ତୁ ଆଣିଥିଲୁ ସାଥେ
ସବୁହେଲେ ବାଟ ବଣା

No comments:

Post a Comment