Odia Shayari & SMS Girls


ମୋ ଅଙ୍ଗ ଅବଶ କରେ ଏ ଯୌବନ
ଥିଲା ଏହା କେଉଁଠାରେ
କିଶୋରୀ ଜୀବନେ ଜାଣି ମୁଁ ନଥିଲି
ପ୍ରେମ ପାଇଁ କେତେ ଝୁରେ

No comments:

Post a Comment