Showing posts with label First Love Sight. Show all posts
Showing posts with label First Love Sight. Show all posts

.....Odia First Love: ପ୍ରଥମ ସାକ୍ଷାତ......

ମୋହରି ସହିତେ ସାକ୍ଷାତ ଯେ ହେଲା
ସବୁକଥା ଦେଲି କହି
ମୋ ହାତ ଧରିଣ କେତେ ଯେ କାନ୍ଦିଲେ
କାନ୍ଦିଲା ହ୍ୄଦୟ ବହି

ଆଖିରେ ଆଖିରେ କେତେ କଥା ତୁହି
କହିଗଲୁ ମୋତେ ଗୋରୀ
ଓଠ ଖୋଲି ପଦେ କହିଦେ ତୁ ଲୋ
ଦେଖାଇବି ହିରୋଗିରୀ

ଏକଲା ଦେଖି ମୋତେ ତୁମେ
ସେଦିନ ମାରିଲ ଫ୍ଲାଇଙ୍ଗ କିସ୍
ବାପା ମୋ ଭାରି ଗରମ ମିଜାଜି
ତୁମକୁ କରିଦେବେ ଦୁଇ ପିସ୍