Oriya SMS Love 4


ଆଜି ଦୟାକରି ଛାଡଦେଲି ତୋତେ
ଆଉ ଯଦି କେବେ ଆସିବୁ
ମୋ ଚଲା ପଥରେ କଣ୍ଟା ଯଦି
ହେବୁ ତେବେ ତା'ର ମଜ୍ଜା ପାଇବୁ

ପୋଲିସର ମାଡ ମୋ ପାଇଁ ଖାଇଛୁ
ମଜ୍ଜା ଲାଗିଥିବ କେତେ
ମଦୁଆ  ମାତାଲ  ଯେ ହେଲା ସଂସାରେ
କି କହିବ ତାକୁ ଏତେ

No comments:

Post a Comment