Oriya Love SMS 12


ସେ ସମୟ ଆମ ଯାଇଛି ଦୂରେଇ 
ସାଜି ଆମେ ପ୍ରେମପ୍ରେମୀ
ତୁମକୁ କୋଳରେ ଧରି ମୁଁ ସ୍ୱପନ
ଦେଖୁଥିବି ଗୋ ମୋ  ମାନିନୀ

କେତେ ମନୋହର ନୀଳନୟନାର
ପୋଟଳଚିରା ସେ ଆଖି
ବାରମ୍ୱାର ତା'ର ମନେ ପଡୁଥିବ
ଯିଏ ଥିବ ଥରେ ଦେଖି

କ୍ୄଷ୍ଣଚୂଡା ଫୁଲ ପେନ୍ଥା ପେନ୍ଥା ଦିଶେ
ସୁନା ଦୁବ କେରି କେରି
ମନେ ମୋ ପଡୁଛି ସେଦିନ କେମିତି
ଚାହୁଁଥିଲ ଫେରି ଫେରି

No comments:

Post a Comment