Oriya Love Shayari 12


ହେ ପ୍ରାଣ ସଜନୀ ବିତୁନି ରଜନୀ
ଲେଖୁଅଛି ଲଭ୍ ଲେଟର୍
ମୋ ଆଖିରେ ତୁମେ ରେଡ୍ ରୋଜ୍ ପରି
ସବୁଠାରୁ ଅଟ ବେଟର୍

ବଉଳ ଗଛର ଛାଇ ତଳେ ତୁମେ
ବସିଥିଲ ସଖୀ ମେଳେ
ଲୁଚି ଲୁଚି ମୁହିଁ ଦେଖିଲି ତା'ପରେ
ମାତିଗଲ ପୁଚି ଖେଳେ

2 comments:

  1. ହେ ପ୍ରାଣ ସଜନୀ ବିତୁନି ରଜନୀ
    ଲେଖୁଅଛି ଲଭ୍ ଲେଟର୍
    ମୋ ଆଖିରେ ତୁମେ ରେଡ୍ ରୋଜ୍ ପରି
    ସବୁଠାରୁ ଅଟ ବେଟର୍

    ReplyDelete