Oriya Love SMS 11

ପାହିଯିବ ରାତି ରହିଯିବ କଥା ପ୍ରେମ ହେବ ଆମ ବାସୀ
ତୁମକୁ କିପରି ଭୁଲିବି ଗୋ ପ୍ରିୟା ତୁମେ ମୋର ପ୍ରିୟା ରାଶି

ଚିଠି ଦେଲି ପ୍ରିୟା ପାଶେ ଯିବି ମୁହିଁ ତୁମକୁ ଆଣିବା ପାଇଁ 
ସେଦିନ ଯେ କେହି ବାଧା ଦେବା ପାଇଁ ନଥିବେ ଗୋ ପ୍ରାଣ ସହି

ନିଦାଘ ବରଷା ଆମ ସାଥି ହେବ ପ୍ରୀତି ପଥେ ହେବ ସାଥି
ତୁମେ ପ୍ରାଣପ୍ରିୟା ମୋ ହ୍ୄଦ ଚନ୍ଦ୍ରମା ସାକ୍ଷୀ ଥିବ ଆମ ପ୍ରୀତି

ଚିଠି ପାଇ ତୁମେ ସଜ ହୋଇଥିବ ମୋ ସାଥେ ଆସିବା ପାଇଁ 
ତେଣୁ ମୁଁ ଆଗୁଆ ଦେଲି ପ୍ରିୟା ଚିଠି ମୋ ମନ କଥା ଦେଲି ବୁଝାଇ

2 comments:

  1. ପାହିଯିବ ରାତି ରହିଯିବ କଥା ପ୍ରେମ ହେବ ଆମ ବାସୀ
    ତୁମକୁ କିପରି ଭୁଲିବି ଗୋ ପ୍ରିୟା ତୁମେ ମୋର ପ୍ରିୟା ରାଶି

    ReplyDelete
  2. ପାହିଯିବ ରାତି ରହିଯିବ କଥା ପ୍ରେମ ହେବ ଆମ ବାସୀ