Odia Love SMS 2

ଆଇନା ଯେପରି ମିଛ କହେନାହିଁ
ଆଖିକି ଦେଖିବ ଭିନ୍ନ
ମନଦେଇ ଯାକୁ ଭଲ ପାଇଥିବୁ
ସେହି ହେବ ଜୀବଧନ

ଅର୍ଥର ପିପାସୁ ଅଟନ୍ତି ମୋ ବାପା
ଲୋଭରୁ ଯେ  ପାପ ଜାତ
ଅତି ପାପ ହେଲେ ମ୍ୄତ୍ୟୁ ହୋଇଯାଏ
ଏକଥା ନିଶ୍ଚୟ ସତ

No comments:

Post a Comment