Oriya Love Shayari 14


ତୁମେ ହାସ୍ୟମୟୀ ତୁମେ ଲାସ୍ୟମୟୀ
ତୁମେ ମୋର ପ୍ରୀତି ସାଥି
ତୁମକୁ ମୁରୁଛି କିପରି ରହିବି ସ୍ଥିର ହୁଏ ନାହିଁ ମତି

କେତେ ଦୂରେ ଚାନ୍ଦ କେତେ ଦୂରେ କଇଁ
ଅଭେଦ ପ୍ରୀତି ତାଙ୍କର
କେହି କ'ଣ କେବେ ଭୁଲି ଯେ ପାରଇ
ପ୍ରେମିକା ପ୍ରେମିକ ତା'ର




No comments:

Post a Comment