Oriya Love Shayari 13


ମୋର ମନକଥା କଲେ ଅନୁଭବ
 ନିଶ୍ଚୟ ଦବ ଆନସର
ନ ଦେଲେ ଜାଣିବି ଏଇ ଲାଇଫରେ
ନାହିଁ କେହି ମୋ ପାର୍ଟନର

ମୋ ମନ ଭିତରେ ଲୁଚିଛି ଯେ ଛବି
ପାରିନି ଦେଖାଇ କାହାକୁ
ଦେଖିଲେ ଦେଖିବ ମାତ୍ର ସେଇ ଜଣେ
ଭଲ ମୁଁ ପାଇଛି ଯାହାକୁ

ତୁମେ ପ୍ରିୟା ମୋର ମୋ ହ୍ୄଦ ସୁନ୍ଦରୀ
ତୁମକୁ ଭୁଲି ନ ପାରେ
ଜୀବନ ତନ୍ତୁରେ ତୁମକୁ ମୋ ରାଣୀ
କରିନେଇଛି ମୁ୍ଁ ବାରେ

No comments:

Post a Comment