Oriya Love SMS Girls 3


ସାଇକଲ୍ ଚଢି ମିନି ସ୍କଟ୍ ପିନ୍ଧି
ଯାଉଥିଲି ମୁଁ ସ୍କୁଲ୍
ପେଡଲିଙ୍ଗ ମୋର ଦେଖି ତୁମେ
ପାଗଳ ହୋଇଲ ବିଲକୁଲ୍

ମୋ ଅଙ୍ଗ ଅବଶ କରେ ଏ ଯୌବନ
ଥିଲା ଏହା କେଉଁଠାରେ
କିଶୋରୀ ଜୀବନେ ଜାଣି ମୁଁ ନଥିଲି
ପ୍ରେମ ପାଇଁ କେତେ ଝୁରେ

No comments:

Post a Comment