Oriya Love SMS Girls 4


ଷୋଳ ବୟସର କଅଁଳ ଫୁଲ ମୁଁ ଜାଣେ ନାହିଁ ପ୍ରେମ କରି
ଯାଦୁଗର ତୁମେ ଏମିତି କି କଲ ମାନିଲି ତୁମ ଯାଦୁକାରୀ

ପିରତି ଯମୁନା ଉଚ୍ଛୁଳି ଉଠିଲା ପ୍ରେମର ପ୍ରଥମ ପରଶେ
ରତି କ୍ରୀଡା ଶେଷେ ଭଟ୍ଟା ପଡିଗଲା ଲଭିଲା ମନ ହରସେ

ନାଲି ରଙ୍ଗେ ମୋର ଭାରି ସରଧା ନାଲି ଗୋଲାପରେ ମନ
ବଗିଚାରେ ତୁମ ଗୋଲାପ ଫୁଟିଛି ଦେଖି ମନ ଛନଛନ

No comments:

Post a Comment