Oriya Love SMS Girls 5


ତୁମେ ଥିବ ପ୍ରିୟା ମୋହରି କୋଳରେ
ସାଜିଣ ପ୍ରେମ ବାୟାଣୀ
ତୁମରି କାନରେ ଶୁଣାଇବି କେତେ
ନିତି ମୁଁ ପ୍ରେମ କାହାଣୀ

ତୁମେ ପ୍ରେମନିଧି ମୋ ପ୍ରେମ
ବାରିଧି ତୁମେ ମୋର ପ୍ରେମଫୁଲ
ପ୍ରେମର ମହତ୍ୱ ଯିଏ ବୁଝେ ସିନା 
ସିଏ ଦେବ ପ୍ରୀତି ମୂଲ

1 comment: