Oriya love sms girls 2


ଏକଲା ଦେଖି ମୋତେ ତୁମେ
ସେଦିନ ମାରିଲ ଫ୍ଲାଇଙ୍ଗ କିସ୍
ବାପା ମୋ ଭାରି ଗରମ ମିଜାଜି
ତୁମକୁ କରିଦେବେ ଦୁଇ ପିସ୍

ରାତି ଅଧଟାରେ କିଏ ସେ ଆସିଲ
ଚିପିଲ କଲିଙ୍ଗ ବେଲ୍
ବାପାଙ୍କର ନିଦ ଭାଙ୍ଗିଲେ ତୁମକୁ
ପଠେଇ ଦେବେଟି ଜେଲ୍

No comments:

Post a Comment