Oriya Love Shayari 19


ତୁମେ ଯଦି ମୋତେ ଭଲ ପାଉଥାଅ ଆମର ଅମର ପ୍ରୀତି
ଆମ ପ୍ରୀତି ସାକ୍ଷୀ ରହିଥିବ ସଦା ସେଦିନ ମିଳନ ରାତି

ତୁମରି ଉପରେ ଭରସା ରଖି ମୁଁ ଆଖିଲୁହ ସାକ୍ଷୀ କରି
ଦିନ ବିତାଇଛି ଦୁଃଖର ଅଶ୍ରୁରେ ତବ ପାଦ ଆଶ୍ରା କରି

ପର ଯଦି ମନେ ଭାବୁଥିବ ତୁମେ ନିଜର ହେବି ମୁଁ କାହାର
ତୁମକୁ କଦାପି ଭୁଲି ନ ପାରିବି ତୁମେ ମୋ ହ୍ୄଦର ହାର

ତୁମରି ପ୍ରେମରେ ଏ ଜୀବନ ମୋର କରିଛି ମୁଁ ସମର୍ପଣ
ମୋ ହ୍ୄଦ ଦେବତା ଦିଅବାରେ ଦେଖା ତୁମକୁ ମୋହରି ରାଣ

2 comments:

  1. When I saw you first time, My heart skipped a beat, My words may not rhyme, But I promise I will never cheat ...........................8895597606

    ReplyDelete
  2. ସଜା ଫୁଟା ଫୁଲ ମୁହଁଟି ତୁମର ଲାଜ ଲାଜ ଭରା ହସ ଆଖିରେ ଆଖିଏ ସପନ ଲୁଚିଛି ଭାଙ୍ଗୁଛି ସଦା ଅଳସ

    ReplyDelete