Odia Love SMS
Odia Love Shayari (Boys)
Odia Night Shayari (Boys)
Odia Naughty Shayari
Odia Good Wishes
Odia Love SMS 1
ସ୍ନେହମୟୀ ହାସ୍ୟମୟୀ ପ୍ରେମମୟୀ
ତୁମେ ପ୍ରିୟା ମୋର
ଘେନିବ ସ୍ନେହ ଚୁମ୍ୱନ ପଠାଉଛି
ଚିଠିରେ ମୋହର
ପହିଲୁ ଦେଖାରେ ପ୍ରିୟା ଚାରି ଆଖି
ଆମ ହୋଇଲା ମିଳନ
ତୁମରି ରୂପକୁ ପ୍ରିୟା ମୋ
ହ୍ୄଦୟେ କଲି ସଂକଳନ
No comments:
Post a Comment
Newer Post
Home
No comments:
Post a Comment